କ୍ଷମା ମାଗିଲେ ସାଂସଦ ସାଧ୍ୱୀପ୍ରଜ୍ଞା

0
700

ନୂଆଦିଲ୍ଲୀ:
ଲେଶକସଭା ନିର୍ବାଚନରେ ବିଜେପିଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଏବେପୁଣି ଚର୍ଚ୍ଚାରେ । ସେ ଏଥର ପୁଣି ବିବାଦୀୟ ବୟାନ ଲାଗି ଚର୍ଚ୍ଚାରେଅଛନ୍ତି । ଲୋକସଭାରେ ଆଲୋଚନା ବେଳେ ପ୍ରଜ୍ଞା ଗାନ୍ଧିଙ୍କ ହତ୍ୟାକାରୀନାଥୁରାମଙ୍କୁ ‘ଦେଶଭକ୍ତ’ କହିଥିଲେ । ଲୋକସଭାରେ ଏସ୍ପିଜି (ସଂଶୋଧନ) ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଡିଏମକେ ନେତା ଏ ରାଜା ଗଡସେଙ୍କ କଥା ଉଠାଇଥିଲେ । ନାଥୁରାମ ଗଡସେ ମହାତ୍ମା ଗାନ୍ଧିଙ୍କୁ କାହିଁକି ହତ୍ୟା କରିଥିଲେ ସେ ସଂକ୍ରାନ୍ତରେ ରାଜା ଗଡସେଙ୍କର ଏକ ଟିପ୍ପଣୀ ରଖିଥିବା ବେଳେ ପ୍ରଜ୍ଞା ଏଥିରେ ହସ୍ତକ୍ଷେପ କରିଥିଲେ ।

  •  
  •  
  •  
  •  
  •  
  •  
  •  

LEAVE A REPLY

Please enter your comment!
Please enter your name here