ଆଜି ଶପଥ ନେବେ ଉଦ୍ଧବ

0
402

ମୁମ୍ବଇ: ୨୭/୧୧(ଏଜେନ୍ସି)ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହିତ ୨ଉପମୁଖ୍ୟମନ୍ତ୍ରୀ ଏବଂ ୧୫ ମନ୍ତ୍ରୀ ଗୁରୁବାର ଶପଥ ଗ୍ରହଣ କରିପାରନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଶିବସେନା, ଏନସିି ଏବଂ କଂଗ୍ରେସରୁ ୫ଜଣ ଲେଖାଏ ମନ୍ତ୍ରୀ ସାମିଲ ହେବେ ବୋଲି କୁହାଯାଉଛି । ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଲାଗି ଏନସିି ମୁଖ୍ୟ ଶରଦପ୍ୱାରଙ୍କ ଘରେ ବୁଧବାର ରାତିରେ କଂଗ୍ରେସ ଏବଂ ଶିବସେନାନେତାମାନଙ୍କ ବୈଠକ ଅନୁଷ୍ଠିତ ହେଉଛି ।ମୁମ୍ବଇର ଶିବାଜୀ ପାର୍କରେ ଏହି ଶପଥ ଗ୍ରହଣ ଉତ୍ସବ ଅ ।ୟୋଜନ କରାଯିବ । ଶିବସେନା ନେତା ଏକନାଥ

  •  
  •  
  •  
  •  
  •  
  •  
  •